‘କାଶ୍ମୀର ଫାଇଲ୍ସ’କୁ ନେଇ ରାଜନୀତି କରନି, ପିଓକେ କେବେ ଫେରାଇ ଆଣିବ କୁହ’
ମୁମ୍ୱାଇ: ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ 'କାଶ୍ମୀର ଫାଇଲ୍ସ' ଚଳଚ୍ଚିତ୍ର ଉପରେ ରାଜନୀତି କରିବା ପରିବର୍ତ୍ତେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତ ସହ ମିଶାଇବା ଉପରେ ବିଜେପି ଆଲୋଚନା କରିବା ଉଚିତ। ସେ କହିଛନ୍ତି ଯେ ଶିବସେନା ଏହାର ପ୍ରତିଷ୍ଠାତା ସ୍ୱର୍ଗତ ବାଲ…