Holi, the online couple way

QuackQuack, a dating app conducted a survey to understand the different ways online couples choose to infuse their love with the multitude of colours this festival has to offer and here are the insights to it: Travelling to meet their

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ, ଢାକାରେ ଇସକନ ରାଧାକାନ୍ତ ମନ୍ଦିରରେ ଭଙ୍ଗାରୁଜା

ଢାକା: ବାଂଲାଦେଶରେ ପୁଣି ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇଛି । ପୁଣିଥରେ ମୁସଲିମ ମୌଳବାଦୀ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏଥର ଗୁରୁବାର ସନ୍ଧ୍ୟାରେ ବାଂଲାଦେଶର ରାଜଧାନୀ ଢାକା ସ୍ଥିତ ଇସକନ୍ ରାଧାକାନ୍ତ ମନ୍ଦିରରେ ଏକ ଗୋଷ୍ଠୀ ଭଙ୍ଗାରୁଜା କରିଛନ୍ତି…

ବାରିକେଡ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ପୁରୀ- ଦୋଳପୂର୍ଣ୍ଣମୀରେ ମ‌ହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଆଗରେ ଆଜି ଅସମ୍ଭବ ଭିଡ଼ ଥିଲା । ବଡ଼ଦାଣ୍ଡରେ ଜମିଥିଲା ଜନ ସମୁଦ୍ର । ଅସହ୍ୟ ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇଥିବା ଭକ୍ତଙ୍କ ଶେଷରେ ଧୈର୍ଯ୍ୟଚ୍ୟୁତି ଘଟିଥିଲା । ବାରିକେଡ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଥିଲେ…

ରାଉରକେଲାରେ ନିର୍ମାଣାଧୀନ ହକି ଷ୍ଟାଡିୟମର ସ୍ଥିତି ପରଖିଲେ ୫ ଜଣିଆ ଟିମ

ରାଉରକେଲା- ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ ଟି ସଚିବ ଭି.କେ.ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଓ ଇଡ଼କୋ ସଚିବ ଭୂପେନ୍ଦ୍ର ସିଂ ପୁନିଆ ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି…