ଆସନ୍ତା ଶୁକ୍ରବାର ଶପଥ ନେବେ ଯୋଗୀ

ନୂଆଦିଲ୍ଲୀ: ଯୋଗୀ ଆଦିତ୍ୟନାଥ ଆସନ୍ତା ଶୁକ୍ରବାର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।ବିଜେପି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯୋଗୀ ଲଗାତାର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ରାଜ୍ୟ ବିଧାନସଭା ନିର୍ବାଚନରେ ​​ଦଳ ଐତିହାସିକ ବିଜୟ ହାସଲ କରିଥିଲା। ମାର୍ଚ୍ଚ…

ବିଶ୍ୱ ଇନଡୋର ଆଥଲେଟିକ୍ସ: ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିପାରିଲେନି ଦୂତୀ ଚାନ୍ଦ

ବେଲଗ୍ରେଡ: ଦୂତୀଚାନ୍ଦ ବିଶ୍ୱ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପର ମହିଳା ୬୦ ମିଟର ଦୌଡ଼ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି। ସେ ହିଟରେ ହିଁ କଟି ଯାଇଛନ୍ତି । ଶୁକ୍ରବାର ମହିଳା ୬୦ ମିଟର ହିଟରେ ଦୂତୀ ଷଷ୍ଠ ସ୍ଥାନ ହାସଲ କରି ସେମିଫାଇନାଲରୁ ବଞ୍ଚିତ ହୋଇଥିଲେ ।…

ଫିନଲ୍ୟାଣ୍ଡ୍ ବିଶ୍ବର ସବୁଠୁ ସୁଖୀ ଦେଶ, ଆଫଗାନିସ୍ତାନ, ଲେବାନନ୍ ସବୁଠୁ ଦୁଃଖୀ

ହେଲସିଙ୍କି: ଫିନଲ୍ୟାଣ୍ଡ ବିଶ୍ବର ସବୁଠୁ ସୁଖୀ ଦେଶ ଭାବେ ବିବେଚିତ ହୋଇଛି। ଲଗାତାର ପଞ୍ଚମ ବର୍ଷ ପାଇଁ ଫିନଲ୍ୟାଣ୍ଡ ଏହି ସଫଳତା ହାସଲ କରିଛି | ଆଫଗାନିସ୍ତାନକୁ ପୁଣିଥରେ ସବୁଠାରୁ ଦୁଃଖୀ ଦେଶର ଆଖ୍ୟା ମିଳିଛି। ଆଫଗାନିସ୍ତାନ ପରେ ଲେବାନନ୍ ରହିଛି। ଲେବାନନ୍ ଏକ ଆର୍ଥିକ ଦୃଷ୍ଟିରୁ…