ମାର୍ଚ୍ଚ ୩୧ ପୂର୍ବରୁ ଶେଷ କରନ୍ତୁ ଏହି ପାଞ୍ଚଟି କାମ, ନଚେତ୍ ଅସୁବିଧାରେ ପଡ଼ିବେ

ନୂଆଦିଲ୍ଲୀ: ୨୦୨୨ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଛି | ମାର୍ଚ୍ଚ ହେଉଛି ଆର୍ଥିକ ବର୍ଷର ଶେଷ ମାସ । ଏହି ମାସରେ ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସାରିବାକୁ ପଡ଼ିଥାଏ | ଯଦି ଆପଣ ମାର୍ଚ୍ଚ ୩୧ ପୂର୍ବରୁ ଏହିସବୁ କାର୍ଯ୍ୟ ଶେଷ ନ କରନ୍ତି, ତେବେ ଆପଣଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ…