ମାରିଉପୋଲ ପାଇଁ ଡେଡଲାଇନ୍ ଶେଷ, ସରେଣ୍ଡର୍ ପାଇଁ ରୁଷର ପ୍ରସ୍ତାବକୁ ୟୁକ୍ରେନର ପ୍ରତ୍ୟାଖ୍ୟାନ

କିଭ୍: ଆଜି ରୁଷ-ୟୁକ୍ରେନ ଯୁଦ୍ଧର ୨୬ ତମ ଦିନ | ମାରିଉପୋଲ ସହରକୁ କବଜା ପାଇଁ ରୁଷ ଦେଇଥିବା ସରେଣ୍ଡର ଡେଡଲାଇନ୍ ଶେଷ ହୋଇଛି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷ ରବିବାର ରାତିରେ ମାରିଉପୋଲ ପ୍ରଶାସନକୁ ଆତ୍ମସମର୍ପଣ କରିବାର ମସ୍କୋ ସମୟ (ଭାରତୀୟ ସମୟ ୮ ଟା) ସମୟସୀମା ଦେଇଥିଲା। ତେବେ…

ୟୁକ୍ରେନରେ ପ୍ରାଣ ହୋଇଥିବା ଭାରତୀୟ ଛାତ୍ରଙ୍କ ମୃତଦେହ ବେଙ୍ଗାଲୁରୁ ପହଞ୍ଚିଲା

ବେଙ୍ଗାଲୁରୁ:ୟୁକ୍ରେନରେ ପ୍ରାଣ ହୋଇଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ ବେଙ୍ଗାଲୁରୁ ଅଣାଯାଇଛି। ମୃତଦେହ ବିମାନବନ୍ଦରରେ ପହଞ୍ଚିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ନବୀନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ କହିଛନ୍ତି ଯେ ଏହା ଦୁର୍ଭାଗ୍ୟଜନକ ଯେ ଆମ ପିଲା…

ମାଓ ପ୍ରବଣ ଜିଲ୍ଲା ଗସ୍ତରେ ଉଚ୍ଚ ସୁରକ୍ଷା ପଦାଧିକାରୀ

ଭୁବନେଶ୍ୱର - ଡିଜିପି ସୁନୀଲ ବଂଶଲ ଓ ଅନ୍ୟ ବରିଷ୍ଠ ପୋଲିସ ପଦାଧିକାରୀ ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଗସ୍ତରେ ଯାଉଛନ୍ତି । ସ୍ପେଶାଲ ଡିଜିପି ଏସଏପି, ଆଇନ ଶୃଙ୍ଖଳା ଏଡିଜି ଆର୍ .କେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜିପି ଅପରେସନ ଅମିତାଭ ଠାକୁର, ବିଏସଏଫ ଆଇଜି ସତୀଶ…