ମାଓ ପ୍ରବଣ ଜିଲ୍ଲା ଗସ୍ତରେ ଉଚ୍ଚ ସୁରକ୍ଷା ପଦାଧିକାରୀ

ଭୁବନେଶ୍ୱର - ଡିଜିପି ସୁନୀଲ ବଂଶଲ ଓ ଅନ୍ୟ ବରିଷ୍ଠ ପୋଲିସ ପଦାଧିକାରୀ ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଗସ୍ତରେ ଯାଉଛନ୍ତି । ସ୍ପେଶାଲ ଡିଜିପି ଏସଏପି, ଆଇନ ଶୃଙ୍ଖଳା ଏଡିଜି ଆର୍ .କେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜିପି ଅପରେସନ ଅମିତାଭ ଠାକୁର, ବିଏସଏଫ ଆଇଜି ସତୀଶ…

ଅନ୍ତିମ ସଂସ୍କାର ପରେ ପଛକୁ ବୁଲି କାହିଁକି ଦେଖନ୍ତି ନାହିଁ ? ଜାଣନ୍ତୁ ଏହାର ରହସ୍ୟ !

ଗରୁଡ ପୁରାଣରେ ଭଗବାନ ବିଷ୍ଣୁ ଗରୁଡଙ୍କୁ ପ୍ରାଣୀ ମାନଙ୍କର ମୃ-ତ୍ୟୁ, ଯମଲୋକ ଯାତ୍ରା, ନର୍କଯୋନି ତଥା ସଦଗତି ଭଳି ବିଷୟ ସମ୍ବନ୍ଧିତ ଅନେକ ଗୁଣ ତଥା ରହସ୍ୟମୟ ପ୍ରଶ୍ନର ବିସ୍ତାର ଭାବରେ ଉତ୍ତର ଦେଇଛନ୍ତି । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ କୌଣସି ବ୍ୟକ୍ତିର ଦାହ-ସଂସ୍କାର ପରେ ତାହାର…

ଗୀତା ମାହାତ୍ମ୍ୟ: ଶକନୋତିହୈବ ଯାଃ ସୋଢୁମ ପ୍ରାକଶରୀର ବିମୋକ୍ଷଣାତ। କାମକ୍ରୋଧଦଭଵଂ ବେଗଂ ସଯୁକ୍ତ ସ ସୁଖୀ ନରଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଶକନୋତିହୈବ ଯାଃ ସୋଢୁମ ପ୍ରାକଶରୀର ବିମୋକ୍ଷଣାତ। କାମକ୍ରୋଧଦଭଵଂ ବେଗଂ ସଯୁକ୍ତ ସ ସୁଖୀ ନରଃ।। ହେ ଅର୍ଜ୍ଜୁନ ! ଯେଉଁ ସାଧକ ଶରୀର ନାଶ…

ଫୁଟବଲ୍ ମ୍ୟାଚ୍ ସମୟରେ ଭୁଶୁଡ଼ିଲା ଦର୍ଶକ ଗ୍ୟାଲେରୀ, ୨୦୦ ଆହତ

ମାଲାପୁରମ୍: କେରଳର ମାଲାପୁରମ୍ ଜିଲ୍ଲାରେ ଏକ ଫୁଟବଲ୍ ମ୍ୟାଚ୍ ସମୟରେ ଦର୍ଶକଙ୍କ ବସିବା ପାଇଁ ଉଦ୍ଦିଷ୍ଟ ଏକ ଗ୍ୟାଲେରୀ ହଠାତ୍ ଭୁଶୁଡି ପଡ଼ିଛି । ଶନିବାର ମାଲାପୁରମ୍ ଜିଲ୍ଲାରେ ଏକ ଫୁଟବଲ୍ ମ୍ୟାଚ୍ ଆରମ୍ଭ ପୂର୍ବରୁ ଏହି ଘଟଣା ଘଟିଛି। ଅସ୍ଥାୟୀ ଦର୍ଶକ ଗ୍ୟାଲେରୀ ହଠାତ୍ ଭୁଶୁଡ଼ିବା ପରେ…