ମାରିଉପୋଲ ପାଇଁ ଡେଡଲାଇନ୍ ଶେଷ, ସରେଣ୍ଡର୍ ପାଇଁ ରୁଷର ପ୍ରସ୍ତାବକୁ ୟୁକ୍ରେନର ପ୍ରତ୍ୟାଖ୍ୟାନ
କିଭ୍: ଆଜି ରୁଷ-ୟୁକ୍ରେନ ଯୁଦ୍ଧର ୨୬ ତମ ଦିନ | ମାରିଉପୋଲ ସହରକୁ କବଜା ପାଇଁ ରୁଷ ଦେଇଥିବା ସରେଣ୍ଡର ଡେଡଲାଇନ୍ ଶେଷ ହୋଇଛି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷ ରବିବାର ରାତିରେ ମାରିଉପୋଲ ପ୍ରଶାସନକୁ ଆତ୍ମସମର୍ପଣ କରିବାର ମସ୍କୋ ସମୟ (ଭାରତୀୟ ସମୟ ୮ ଟା) ସମୟସୀମା ଦେଇଥିଲା। ତେବେ…