କ୍ରିକେଟର ହରଭଜନ ସିଂଙ୍କ ସହ ପାଞ୍ଚ ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପାଇଁ ମନୋନୀତ କଲା ଆପ୍

ନୂଆଦିଲ୍ଲୀ: ପଞ୍ଜାବରୁ ରାଜ୍ୟସଭା ପାଇଁ ଆମ୍ ଆଦମୀ ପାର୍ଟି(ଆପ୍) ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର ହରଭଜନ ସିଂ, ଲଭଲି ପ୍ରଫେସନାଲ ୟୁନିଭରସିଟି (ଏଲପିୟୁ)ର କୁଳପତି ଅଶୋକ ମିତ୍ତଲ, ଦଳର ପଞ୍ଜାବ ସହପ୍ରଭାରୀ ତଥା ଦିଲ୍ଲୀ ବିଧାୟକ ରାଘବ…