ମାନସ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ ଅଫିସରଙ୍କ ସମେତ ୨ ଗିରଫ

ଭଦ୍ରକ- ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାରେ ସାମ୍ନାକୁ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ଅବସରପ୍ରାପ୍ତ ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ । ପୋଲିସ ପ୍ରମାଣ ଅନୁସାରେ, ମାନସକୁ ମାଡ ମାରିବା, ନିର୍ଯ୍ୟାତନ ଦେବା ଏବଂ ହତ୍ୟାରେ ନିରଞ୍ଜନ ସେଠୀଙ୍କ…

ଚୀନ୍‌ରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ ୧୩୩ ଯାତ୍ରୀ

ବେଜିଂ: ଚାଇନା ଇଷ୍ଟର୍ଣ୍ଣର ଏକ ଯାତ୍ରୀବାହୀ ବିମାନ ଦକ୍ଷିଣ-ପଶ୍ଚିମ ଚୀନରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ବିମାନରେ ୧୩୩ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାର କାରଣ ଏବଂ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ଜଣା ପଡିନାହିଁ। ଚାଇନାର ସରକାରୀ ଟିଭି ଚ୍ୟାନେଲ ସିସିଟିଭି ରିପୋର୍ଟ ଅନୁଯାୟୀ, ଗୁଆଙ୍ଗସି…