କରୋନା ଅପଡେଟ୍: ଦେଶରେ ୧,୨୪୭ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ମାମଲାରେ ୪୨% ହ୍ରାସ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧,୨୪୭ ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହାପୂର୍ବରୁ ସୋମବାର ଭାରତରେ ୨୧୮୩ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିଲା। ଅର୍ଥାତ୍ ଦେଶରେ କରୋନା…