ଭିଜିଲାନ୍ସ ଜାଲରେ ବୈତରଣୀ କେନାଲ ଡିଭିଜନ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର-ଭିଜିଲାନସ ଜାଲରେ ଆଉ ଜଣେ ଯନ୍ତ୍ରୀ । କେନ୍ଦୁଝର ବୈତରଣୀ କେନାଲ ଡିଭିଜନ ସହକାରୀ ଯନ୍ତ୍ରୀ ଉମେଶ ଶାସିନୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ଚଢାଉ। କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଜିଲ୍ଲାର ୮ଟି ଟିମ୍‌ ଚଢ଼ାଉ…

ମାର୍ଚ୍ଚ ୨୫ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର - ଆସନ୍ତା ୨୫ ତାରିଖରେ ଶାସକ ବିଜେଡିର ବିଧାୟକ ଦଳ ବୈଠକ ବସିବ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଯୋଗେ ବୈଠକର ଅଧ୍ୟକ୍ଷତାରେ କରିବାକୁ ଥିବା ବେଳେ ବିଧାୟକମାନେ ବିଧାନସଭାର 54 ନମ୍ବର…

ପୌର ନିର୍ବାଚନ ପାଇଁ ଆସନ୍ତା ୨୪ରେ ବନ୍ଦ ରହିବ କୋର୍ଟ

କଟକ - ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଦିନ ରାଜ୍ୟର ତିନି ମହାନଗର ନିଗମ ସହିତ ସମସ୍ତ ୧୦୬ଟି ପୌର ପରିଷଦ/ ଏନଏସି ଅଞ୍ଚଳରେ ଅଦାଲତ ବନ୍ଦ ରହିବ। ହାଇକୋର୍ଟ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୪ ତାରିଖ ଦିନ ପୌର…

ଆଜି ସଂଧ୍ୟାରେ ଥମିବ ପ୍ରଚାର: ୫ ଦିନ ଯାଏଁ ମଦ ବିକ୍ରି ବନ୍ଦ

ଭୁବନେଶ୍ବର - ରାଜ୍ୟର ୧୦୬ଟି ମ୍ୟୁନିସପାଲଟି, ଏନ୍ଏସି ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ପ୍ରଚାର ଶେଷ ହେଉଛି । ଆଜି ସଂଧ୍ୟା ୫ଟାରେ ଥମିବ ପ୍ରଚାର । ୨୪ ତାରିଖରେ ହେବ ଭୋଟ ଗ୍ରହଣ । ଆଜି ସଂଧ୍ୟା ପରେ ଯେଉଁ ଅଞ୍ଚଳରେ ‌ନିର୍ବାଚନ ହେଉଥିବ ସେଠାରେ ବାହାର ଅଞ୍ଚଳର ରାଜନେତା…

ଘରର ଶିଡ଼ିଘର କେଉଁ ଦିଗକୁ ଥିଲେ ଗୃହକର୍ତାଙ୍କୁ ନିଶ୍ଚିତ କ୍ଷତି ପହଞ୍ଚାଏ ଜାଣି ରଖନ୍ତୁ

ସମାଜରେ ହିନ୍ଦୁ ମାନଙ୍କ ପାଇଁ ଗୋଟିଏ ଶାସ୍ତ୍ର ରହିଛି। ଯେ କୌଣସି କାମ କରିବା ପାଇଁ ହେଲେ ତାର ଉପଯୁକ୍ତ ସମୟ ରହିଥାଏ। କୌଣସି ସ୍ଥାନରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହେଉ କିମ୍ବା ଜମି କିଣିବା ପୂର୍ବରୁ ହେଉ ସ୍ଥାନର ବାସ୍ତୁ ବିଚାର କରାଯାଇଥାଏ। ନଚେତ୍ ଘରେ କିଛି ଅଶୁଭ…

ଗୀତା ମାହାତ୍ମ୍ୟ: ଯୋଅନ୍ତଃସୁଖ ଅନ୍ତରାରାମସ୍ତଥାନ୍ତରଜ୍ୟୋତିରେବ ଯାଃ। ସ ଯୋଗୀ ବ୍ରହ୍ମ ନିର୍ବାଣମ ବ୍ରହ୍ମଭୁତ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଯୋଅନ୍ତଃସୁଖ ଅନ୍ତରାରାମସ୍ତଥାନ୍ତରଜ୍ୟୋତିରେବ ଯାଃ। ସ ଯୋଗୀ ବ୍ରହ୍ମ ନିର୍ବାଣମ ବ୍ରହ୍ମଭୁତ ଅଧିଗଛତି।। ହେ ଅର୍ଜ୍ଜୁନ ! ଯେଉଁ ପୁରୁଷ…

ଆସନ୍ତା ମାସରୁ ପୁଣି ଆରମ୍ଭ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ଏପ୍ରିଲ୍‌ ମାସରୁ ରାଜ୍ୟର ସ୍କୁଲଗୁଡ଼ିକରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ। ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଏମଡିଏମ ୟୁନିଟ୍‌ ନୋଡାଲ ଅଫିସର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।…