ମହଙ୍ଗା ହେବ ଋଣ, ସୁଧହାର ବଢ଼ାଇଲା ଏସବିଆଇ
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ସୀମାନ୍ତ ମୂଲ୍ୟ ଆଧାରିତ ଋଣ ହାର (ଏମସିଏଲଆର) କୁ ୧୦ ବେସିସ୍ ପଏଣ୍ଟ (ବିପିଏସ୍) ବା ୦.୧ ପ୍ରତିଶତ ବୃଦ୍ଧି କରିଛି। ଏସବିଆଇର ଏହି ନିଷ୍ପତ୍ତି ପରେ ରଣ ମହଙ୍ଗା ହେବ । ଲୋକଙ୍କୁ ଏବେ ବିଭିନ୍ନ ଋଣ ଉପରେ ଅଧିକ ସୁଧ ଦେବାକୁ ପଡ଼ିବ ।…