ଓଲଟିଲା ଯାତ୍ରୀବାହୀ ବସ୍

ଢେଙ୍କାନାଳ- ଢେଙ୍କାନାଳ ବଣସିଂହ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ ଓଲଟି ପଡିବାରୁ ୩୦ରୁ ଅଧିକ ଆହତ ହୋଇଛନ୍ତି । ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୭ବର୍ଷର ଶିଶୁ ଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ ଢେଙ୍କାନାଳ ଚିକିତ୍ସାଳୟକୁ ସ୍ଥାନାନ୍ତର…