ଜୋମାଟୋର ୧୦ ମିନିଟ୍ ଫୁଡ୍ ଡେଲିଭରୀ ଅଫରକୁ ନେଇ ବିବାଦ

ନୂଆଦିଲ୍ଲୀ: ଆଜିର ବ୍ୟସ୍ତବହୁଳ ସମାଜରେ କାହା ପାଖରେ ସମୟ ନାହିଁ । କେହି ଅପେକ୍ଷା କରିବାକୁ ଚାହାଁନ୍ତି ନାହିଁ । ସମସ୍ତେ ଚାହାଁନ୍ତି ଯେ ସେମାନଙ୍କ କାମ ତତକ୍ଷଣାତ୍ ହେଇଯାଉ | ଏଭଳି ସ୍ଥିତିରେ ଡେଲିଭରୀ ସେବା ପ୍ରଦାନକାରୀ କମ୍ପାନୀଗୁଡିକର ବ୍ୟବସାୟ ବୃଦ୍ଧି ପାଇଛି | ମୋବାଇଲରେ ଅର୍ଡର…