ବୀରଭୂମ ହିଂସା ମାମଲା: ୨୪ ଘଣ୍ଟା ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ମମତା ସରକାରକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମର ରାମପୁରହାଟରେ ୮ ଜଣଙ୍କୁ ପୋଡ଼ି ହତ୍ୟା ମାମଲାରେ ୨୪ ଘଣ୍ଟା ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କଲିକତା ହାଇକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଘଟଣାସ୍ଥଳରେ ଯେଭଳି ପ୍ରମାଣ ନଷ୍ଟ ନ ହେବ ତାହା ନିଶ୍ଚିତ କରିବାକୁ…