ତୈଳଦର ବୃଦ୍ଧି ନେଇ କ୍ରମାଗତ ଦ୍ବିତୀୟ ଦିନ ସଂସଦରେ ବିରୋଧୀଙ୍କ ହୋହଲ୍ଲା

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଏବଂ ଘରୋଇ ରନ୍ଧନ ଗ୍ୟାସ (ଏଲପିଜି) ର ମୂଲ୍ୟ ବୃଦ୍ଧି ନେଇ କ୍ରମାଗତ ଦ୍ବିତୀୟ ଦିନ ମଧ୍ୟ ହଟ୍ଟଗୋଳ ସୃଷ୍ଟି ବୁଧବାର ଦିନ ଲୋକସଭାରେ ବିରୋଧୀ ଦଳର ସଦସ୍ୟମାନେ ହୋହଲ୍ଲା କରିଛନ୍ତି। ଫଳରେ ଗୃହକାର୍ଯ୍ୟ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡିଥିଲା ।…