ହିଜାବ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ହିଜାବ ବିବାଦ ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗୁରୁବାର ମନା କରି ଦେଇଛନ୍ତି। ଏହି ନିଷ୍ପତ୍ତି ଉପରେ ଓକିଲ ଦେବଦତ୍ତ କାମାଥ କହିଛନ୍ତି ଯେ ମାର୍ଚ୍ଚ ୨୮ରୁ ପରୀକ୍ଷା ଅଛି ଏବଂ ଯଦି ମୁସଲିମ ଛାତ୍ରୀଙ୍କୁ ହିଜାବ ବିନା ଶ୍ରେଣୀରେ ପ୍ରବେଶ ଅନୁମତି ନମିଳେ, ତା’ହେଲେ…