ଆମେରିକାର ପ୍ରଥମ ମହିଳା ପରରାଷ୍ଟ୍ର ସଚିବ ମ୍ୟାଡେଲିନ୍ ଅଲବ୍ରାଇଟଙ୍କ ପରଲୋକ

ୱାଶିଂଟନ୍: ଆମେରିକାର ପ୍ରଥମ ମହିଳା ପରରାଷ୍ଟ୍ର ସଚିବ ମ୍ୟାଡେଲିନ୍ ଆଲବ୍ରାଇଟଙ୍କ ପରଲୋକ ହୋଇଯାଇଛି। ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ବୁଧବାର ତାଙ୍କ ପରିବାର ଏହି ସୂଚନା ଦେଇଛନ୍ତି। ଆଲବ୍ରାଇଟଙ୍କୁ ୮୪ ବର୍ଷ ବୟସ ହୋଇଥିଲା | ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ୧୯୯୬ରେ…