ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର: ବିଏମସି ମହାନଗର ନିଗମ ନିର୍ବାଚନରେ ନିଜ ମତଦାନ ସାବ୍ୟସ୍ତ କଲେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର। ଭୁବନେଶ୍ୱର ୟୁନିଟ ୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୧୬ ବୁଥରେ ସେ ଭୋଟ ଦେଇଛନ୍ତି। ତାଙ୍କ ସହ ପତ୍ନୀ ଶ୍ରୀମତୀ ଦେବାୟନୀ ନନ୍ଦ ମଧ୍ୟ…

ବଙ୍ଗଳା ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ପରଲୋକ

କୋଲକାତା: ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ଆଜି ହୃଦଘାତରେ ପରଲୋକ ହୋଇଯାଇଛି। ଅଭିଷେକଙ୍କୁ ୫୭ ବର୍ଷ ବୟସ ହୋଇଥିଲା | ସୂଚନା ଅନୁଯାୟୀ, ଅଭିଷେକ ଚାଟାର୍ଜୀ ଗତକାଲି ଏକ ଶୋ ପାଇଁ ସୁଟିଂ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇଯାଇଥିଲେ | ଅଭିଷେକ…

ହିଜାବ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହିଜାବ ବିବାଦ ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗୁରୁବାର ମନା କରି ଦେଇଛନ୍ତି। ଏହି ନିଷ୍ପତ୍ତି ଉପରେ ଓକିଲ ଦେବଦତ୍ତ କାମାଥ କହିଛନ୍ତି ଯେ ମାର୍ଚ୍ଚ ୨୮ରୁ ପରୀକ୍ଷା ଅଛି ଏବଂ ଯଦି ମୁସଲିମ ଛାତ୍ରୀଙ୍କୁ ହିଜାବ ବିନା ଶ୍ରେଣୀରେ ପ୍ରବେଶ ଅନୁମତି ନମିଳେ, ତା’ହେଲେ…