କାଶ୍ମୀରୀ ପଣ୍ଡିତଙ୍କ ଗଣହତ୍ୟା ଘଟଣାର ତଦନ୍ତ ପାଇଁ ପୁଣି ସୁପ୍ରିମକୋର୍ଟରେ ପିଟିସନ

ନୂଆଦିଲ୍ଲୀ: ୧୯୮୯-୯୦ରେ ଗଣସଂହାର ଘଟଣାର ତଦନ୍ତ ପାଇଁ କାଶ୍ମୀରୀ ପଣ୍ଡିତମାନେ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । 'ରୁଟ୍ସ ଇନ୍ କାଶ୍ମୀର' ନାମକ କାଶ୍ମୀରୀ ପଣ୍ଡିତଙ୍କ ଏକ ସଂଗଠନ ସୁପ୍ରିମକୋର୍ଟରେ ଏହି ଘଟଣାର ପୁନଃ ତଦନ୍ତ ପାଇଁ ଆବେଦନ କରିଛି। ଏହାପୂର୍ବରୁ ୨୦୧୭ରେ ମଧ୍ୟ…