ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ବୁମ୍ରା ଚତୁର୍ଥ ସ୍ଥାନକୁ ଉନ୍ନୀତ, କୋହଲି ନବମକୁ ଖସିଲେ

ଦୁବାଇ: ସଦ୍ୟତମ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ପେସର୍ ଜସପ୍ରୀତ ବୁମ୍ରା ଲମ୍ବା ଲମ୍ଫ ମାରିଛନ୍ତି । ସେ ୬ଟି ସ୍ଥାନ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ସେ ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ପାଞ୍ଚ ୱିକେଟ୍ ସଫଳତା ସହ ମୋଟ ଆଠଟି ୱିକେଟ୍ ନେଇଥିଲେ। ବୁମ୍ରା…