ଭାରତୀୟ ରାଜନୀତିରେ ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକର ହସ୍ତକ୍ଷେପ ଶେଷ କରିବାକୁ ସୋନିଆଙ୍କ ଦାବି

ନୂଆଦିଲ୍ଲୀ: ନିର୍ବାଚନୀ ରାଜନୀତିରେ ସୋସିଆଲ ମିଡିଆ କମ୍ପାନୀଗୁଡିକର ଯୋଜନାବଦ୍ଧ ପ୍ରଭାବ ଓ ହସ୍ତକ୍ଷେପ ଗଣତନ୍ତ୍ର ପ୍ରତି ବିପଦ ବୋଲି କହି ଏହାକୁ ଶେଷ କରିବାକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦାବି କରିଛନ୍ତି । ଲୋକସଭାରେ ପ୍ରଶ୍ନକାଳ ସମୟରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ । କିଛି…