ଗ୍ରୀଷ୍ମପ୍ରବାହ : ଦିନ ୧୧ରୁ ୩ଟା ଯାଏ ଯାତ୍ରୀବାହୀ ବସ ଚଳାଚଳ ଉପରେ ‌କଟକଣା

ଭୁବନେଶ୍ୱର- ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ସାର୍ବଜନୀନ ପରିବହନ ଉପରେ କଟକଣା ଜାରି କରିଛନ୍ତି । ଆଜି ରାଜ୍ୟର ୨୧ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରହିଛି । ଆସନ୍ତା ୨ଦିନ ମଧ୍ୟରେ ଏହା ଅଧିକ ବୃଦ୍ଧି ପାଇବାର…