ବିମାନ ବନ୍ଦରରେ ଶିଖ୍ କର୍ମଚାରୀ ଓ ଯାତ୍ରୀଙ୍କୁ କୃପାଣ ରଖିବାକୁ ଅନୁମତି

ନୂଆଦିଲ୍ଲୀ: ବିମାନରେ ଏଣିକି ଶିଖ ଯାତ୍ରୀମାନେ କୃପାଣ ସହ ଯାତ୍ରା କରିପାରିବେ । ପୂର୍ବ ନିଷ୍ପତ୍ତି ବଦଳାଇ କେନ୍ଦ୍ର ସରକାର ଶିଖ୍ ଯାତ୍ରୀଙ୍କୁ କୃପାଣ ସହିତ ବିମାନରେ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ଏହାଛଡ଼ା ବିମାନବନ୍ଦରରେ କାର୍ଯ୍ୟ କରୁଥିବା ଶିଖ କର୍ମଚାରୀମାନେ ମଧ୍ୟ ସେମାନଙ୍କ…