ତୀବ୍ର ପ୍ରତିକ୍ରିୟା ପରେ ପଦକ୍ଷେପ : ସିବିଏସଇ ଦଶମ ପରୀକ୍ଷାର ଓଡ଼ିଆ ବିଷୟ ପ୍ରଶ୍ନପତ୍ରର ତ୍ରୁଟି ହେବ ଯାଞ୍ଚ

ଭୁବନେଶ୍ୱର - ଓଡ଼ିଆ ଭାଷା ପ୍ରତି ସିବିଏସଇର ଚରମ ଅବହେଳା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲା ପରେ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗର ଯାଞ୍ଚ ହେବ । ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛି ସିବିଏସଇ । ପ୍ରଶ୍ନ ଓ ଉତ୍ତର ପତ୍ରରେ ସାମଞ୍ଜସ୍ୟ…

ମାର୍ଚ୍ଚ ୧୬ରୁ ୧୨-୧୪ ବର୍ଷ ବୟସର ପିଲାଙ୍କୁ ଦିଆଯିବ ଟିକା, ୬୦+ ବୟସର ସବୁ ଲୋକଙ୍କୁ ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଦେଶରେ ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ମାର୍ଚ୍ଚ ୧୬ରୁ ଟିକା ଦିଆଯିବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସୂଚନାନୁସାରେ, ୧୨ ରୁ ୧୪ ବର୍ଷ ବୟସର ପିଲାଙ୍କୁ ବାୟୋଲୋଜିକାଲ- ଇ କମ୍ପାନୀର 'କୋର୍ବୋଭାକ୍ସ' ଟିକା…