ଭାରତୀୟ ଭୋଟର ଦିନେ ବିଜେପିକୁ ଝଟକା ଦେବେ: ଶଶି ଥରୁର୍

ଜୟପୁର: ଭାରତୀୟ ଭୋଟର ସର୍ବଦା ଚକିତ କରିଥାନ୍ତି । ଦିନେ ବିଜେପିକୁ ମଧ୍ୟ ସେମାନେ ଝଟକା ଦେବେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର କହିଛନ୍ତି। ନିକଟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ହୋଇଥିବା ବିଧାନସଭା ନିର୍ବାଚନରେ ​​କଂଗ୍ରେସର ପରାଜୟ…