ସର୍ଵ ମୋକ୍ଷଦାୟୀ ପାପନାଶନୀ ବା ଅଁଳା ଏକାଦଶୀ 

ଏକାଦଶୀ ବ୍ରତରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ ଏହି ବ୍ରତରେ ପ୍ରକୃତି ଉପାସନା ପ୍ରତି ମଧ୍ଯ ବିଶେଷ ଧ୍ୟାନ ଦିଆଯାଏ । ସନାତନ ତଥା ହିନ୍ଦୁ ଧର୍ମରେ ଏକଦଶୀ ବ୍ରତକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । କୁର୍ମ ପୁରାଣ , ବ୍ରହ୍ମାଣ୍ଡ ପୁରାଣ , ନାରଦ…

ଗୀତା ମାହାତ୍ମ୍ୟ: ତଦବୁଦ୍ଧୟସ୍ତଦାତ୍ମାନସ୍ତନିଷ୍ଠସ୍ତତପରାୟଣ। ଗଛନ୍ତ୍ୟ ପୁନରାବୃତ୍ତିମ ଜ୍ଞାନନିର୍ଧୂତକଲ୍ମଷା।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ତଦବୁଦ୍ଧୟସ୍ତଦାତ୍ମାନସ୍ତନିଷ୍ଠସ୍ତତପରାୟଣ। ଗଛନ୍ତ୍ୟ ପୁନରାବୃତ୍ତିମ ଜ୍ଞାନନିର୍ଧୂତକଲ୍ମଷା।। ହେ ଅର୍ଜ୍ଜୁନ ! ଯେଉଁମାନଙ୍କର ମନ ତଦୃପ ହୋଇ…

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି, ସୋନିଆ ହିଁ ରହିବେ ଅନ୍ତରୀଣ ଅଧ୍ୟକ୍ଷ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ଶୋଚନୀୟ ପରାଜୟ ପରେ ଆଜି ଡକାଯାଇଥିବା କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁଡିସି) ବୈଠକ ଶେଷ ହୋଇଛି। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ସୋନିଆ ଗାନ୍ଧୀ ହିଁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଜାରି ରଖିବେ। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ…

ବେଙ୍ଗାଲୁରୁ ଟେଷ୍ଟ: ପନ୍ତ, ଆୟରଙ୍କ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ୪୪୭ ରନର ଟାର୍ଗେଟ୍ ଦେଲା ଭାରତ

ବେଙ୍ଗାଲୁରୁ: ଯଶପ୍ରୀତଙ୍କ ପାଞ୍ଚ ୱିକେଟ୍ ସଫଳତା ପରେ ରିଷଭ ପନ୍ତ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କା ଆଗରେ ୪୪୭ ରନର ବିଶାଳ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହାର ଜବାବରେ ଶ୍ରୀଲଙ୍କା ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ…