ପାଞ୍ଚ ରାଜ୍ୟରେ ବିପର୍ଯ୍ୟୟ ପରେ ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ଗାନ୍ଧୀ ପରିବାର ଉପରେ ସମସ୍ତଙ୍କ ନଜର, ନେତୃତ୍ବ…

ନୂଆଦିଲ୍ଲୀ: ଏକଦା ଦେଶର ସବୁଠୁ ବଡ଼ ଦଳ କଂଗ୍ରେସ ଆଜି ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି। କ୍ରମାଗତ ଭାବେ ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟରେ ନିର୍ବାଚନ ​​ହାରୁଛି। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ହାତରୁ ​​ପଞ୍ଜାବ ହାତଛଡ଼ା ହୋଇଥିବା ବେଳେ ଉତ୍ତରପ୍ରଦେଶ,…

ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ରୁଷ, ଜଣେ ଶିଶୁ ସହ ୭ ମୃତ

କିଭ :ୟୁକ୍ରେନ ଉପରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ୧୮ ଦିନରେ ପହଞ୍ଚିଛି । ରାଜଧାନୀ କିଭ୍ ସମେତ ୟୁକ୍ରେନ ର ସବୁ ଛୋଟବଡ଼ ସହର ଉପରେ ରୁଷ ବୋମା ବର୍ଷା ଜାରି ରଖିଛି । ୟୁକ୍ରେନ ଅଭିଯୋଗ କରିଛି ଯେ ରୁଷର ସୈନ୍ୟବାହିନୀ କିଭରେ ମହିଳା ଏବଂ ଶିଶୁଙ୍କ ଉପରକୁ ଗୁଳିମାଡ଼ କରିଛନ୍ତିି। ଏହି…

୨୭୭ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ନିର୍ବାଚିତ

ଭୁବନେଶ୍ୱର- ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ଅଧିକାଂଶ ବ୍ଲକରେ ବାଜିମାତ କରିଛି ବିଜେଡି । ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ବିଜେଡି, ବିଜେପି ଏବଂ କଂଗ୍ରେସ କସରତ ଚଳାଇଥିଲେ । ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ୨୭୭ ବ୍ଲକରେ…

ଵସନ୍ତ ଉତ୍ସବର ପ୍ରଥମପର୍ବ ଫଗୁଦଶମୀ

ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଭାଇଚାରା ତଥା ବସନ୍ତର ପର୍ବ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ I ଉକ୍ତ ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ I ସାଧାରଣ ଭାବରେ ବସନ୍ତଋତୁ ର ଆଗମନରେ ଏହିଦିନ ଠାରୁ ବସନ୍ତ ଉତ୍ସବ…

ଗୀତା ମାହାତ୍ମ୍ୟ: ଜ୍ଞାନେନ ତୁ ତଦଜ୍ଞାନଂ ଯେଷମ ନାଶିତ ମାତ୍ମନଃ ତେଷାମାଦିତ୍ୟବକଜ୍ଞାନଂ ପ୍ରକାଶୟତି ତତ୍ପରମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଜ୍ଞାନେନ ତୁ ତଦଜ୍ଞାନଂ ଯେଷମ ନାଶିତ ମାତ୍ମନଃ ତେଷାମାଦିତ୍ୟବକଜ୍ଞାନଂ ପ୍ରକାଶୟତି ତତ୍ପରମ।। ହେ ଅର୍ଜ୍ଜୁନ ! ଯେଉଁମାନଙ୍କର ସେହି ଅଜ୍ଞାନ…