ସାଧାରଣ ଲୋକଙ୍କୁ ବଡ଼ ଝଟକା ଦେଲେ ସରକାର, କମିଲା ପିଏଫ୍ ସୁଧ ହାର

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ସାଧାରଣ ଲୋକଙ୍କୁ ସରକାର ଏକ ବଡ଼ ଝଟକା ଦେଇଛନ୍ତି । ସରକାର ପ୍ରୋଭିଡେଣ୍ଟ ଫଣ୍ଡ୍ ଉପରେ ସୁଧ ହାର ହ୍ରାସ କରିଛନ୍ତି। ବର୍ତ୍ତମାନ ଇପିଏଫ୍ଓ ​​ଅଧୀନରେ ଉପଲବ୍ଧ ପିଏଫ୍ ର ସୁଧ ହାର ୮.୫୦ ପ୍ରତିଶତରୁ ୮.୧୦ ପ୍ରତିଶତକୁ ହ୍ରାସ…