ଘରୋଇ କ୍ରିକେଟରୁ ଶ୍ରୀସନ୍ଥଙ୍କ ଅବସର

ନୂଆଦିଲ୍ଲୀ: ପୂର୍ବତନ ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ ଭାରତୀୟ ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହି ୩୯ ବର୍ଷୀୟ ବୋଲର ବୁଧବାର ଟୁଇଟରରେ ଏହି ସୂଚନା ଦେଇଛନ୍ତି । ଆଇପିଏଲ୍ ସ୍ପଟ୍ ଫିକ୍ସିଂରେ ସମ୍ପୃକ୍ତି ପାଇଁ ବିସିସିଆଇ ୨୦୧୩ରେ ଶ୍ରୀସନ୍ଥଙ୍କୁ ଆଜୀବନ ବାସନ୍ଦ କରିଥିଲା । ପରେ…

୧୨ ବର୍ଷରୁ ଊର୍ଦ୍ଧ୍ବ ବୟସର ପିଲାଙ୍କ ପାଇଁ ସେରମର ‘କୋଭାଭ୍ୟାକ୍ସ’ ଟିକାକୁ ଡିସିଜିଆଇର ମଞ୍ଜୁରି

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)ର କୋଭିଡ୍-୧୯ ଟିକା 'କୋଭାଭ୍ୟାକ୍ସ'ର ସୀମିତ ଜରୁରୀ ବ୍ୟବହାରକୁ ଭାରତର ଡ୍ରଗ୍ସ ନିୟାମକ (ଡିସିଜିଆଇ) ଅନୁମତି ଦେଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଟିକା ୧୨ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।…