କଟକ ଛତ୍ରବଜାର ବ୍ରିଜ ଭୁଶୁଡ଼ିଲା

କଟକ- କଟକରେ ଛତ୍ରବଜାର ପୁରୁଣା ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ପୁରୁଣା ବ୍ରିଜ୍ ଉପରେ ବସି ପରିବା ବିକ୍ରି ବେଳେ ବ୍ରିଜର କିଛି ଅଂଶ ଖସି ପଡ଼ିଛି । ୨ରୁ ୩ଜଣ ପରିବା ବ୍ୟବସାୟୀ ବ୍ରିଜ୍ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ…