ସ୍କଚ୍ ସୁଶାସନ ରିପୋର୍ଟ କାର୍ଡ ୨୦୨୧ : ମୁଖ୍ୟମନ୍ତ୍ରୀ ଭାବେ ୨୨ ବର୍ଷ ପରେ ବି ନବୀନ ପଟ୍ଟନାୟକଙ୍କ ଶ୍ରେଷ୍ଠତା…

ନୂଆଦିଲ୍ଲୀ - କେବଳ ନିର୍ବାଚନ ଜିତି ସରକାର ଗଠନ କଲେ ହେବ ନାହିଁ, ଜନାଦେଶକୁ ସମ୍ମାନ ଦେଇ ଲୋକଙ୍କ ସାମୂହିକ ଉନ୍ନତିରେ ବ୍ରତୀ ହେବା ପ୍ରତ୍ୟେକ ନିର୍ବାଚିତ ସରକାରଙ୍କ ପରମ କର୍ତ୍ତବ୍ୟ । ସ୍ୱଚ୍ଛ ଓ ପ୍ରଭାବଶାଳୀ ଶାସନ ନିର୍ବାଚିତ ସରକାରକୁ ଲୋକପ୍ରିୟ କରାଇଥାଏ । ନିର୍ବାଚିତ ସରକାରଙ୍କ…