ୟୁକ୍ରେନର ଅଭିଯୋଗ: ତିନି ଲକ୍ଷ ସାଧାରଣ ନାଗରିକଙ୍କୁ ବନ୍ଧକ ରଖିଛି ରୁଷ

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ଦୁଇ ସପ୍ତାହ ଧରି ଯୁଦ୍ଧ ଜାରି ରହିଛି। ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ୟୁକ୍ରେନ ରୁଷକୁ କଡା ଟକ୍କର ଦେଉଛି ‌| ୟୁକ୍ରେନ ଦାବି କରିଛି ଯେ ଏହା ଏପର୍ଯ୍ୟନ୍ତ ୧୧,୦୦୦ ରୁଷୀୟ ସୈନିକଙ୍କୁ ହତ୍ୟା କରିଛି | ଇତି ମଧ୍ୟରେ ରୁଷ ଉପରେ ଏକ ବଡ…

ବାଇକ୍ ଦୁର୍ଘଟଣା, ଜଣେ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧିନ ହୋଇଛନ୍ତି l ସୂଚନା ମତେ ଶିବ କୁମାର ଅଗ୍ରୱାଲ (୬୫) ଏକ ବାଇକରେ ବଲାଙ୍ଗୀର ଆଡୁ ନିଜ ଗାଁ ଡୁଙ୍ଗୁରିପାଲିକୁ ଫେରୁଥିବା ବେଳେ ଲୋଇସିଂହା ବସଟାଣ୍ଡ ନିକଟରେ…

ମହିଳା ଦିବସରେ ସମ୍ବର୍ଦ୍ଧିତ ହେଲେ ବୌଦ୍ଧ ଜିଲ୍ଲାର ପ୍ରଥମ ଡିଆଇପିଆରଓ

ବୌଦ୍ଧ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବୌଦ୍ଧ ଜ଼ିଲ୍ଲା ର ପ୍ରଥମ ମହିଳା ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ରୀତାକାନ୍ତି ବଳିୟାର ସିଂହ ଙ୍କୁ ଉପଢୌକନ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କଲେ ଜ଼ିଲ୍ଲା ର ପ୍ରଥମ ମହିଳା ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା l…