ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ବ ତେଲ ବଜାରରେ ନିଆଁ, ୧୪ ବର୍ଷର ରେକର୍ଡ଼ ଭାଙ୍ଗିଲା

ମସ୍କୋ: ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ବ ତେଲ ବଜାରରେ ନିଆଁ ଲାଗିଛି । ଅଶୋଧିତ ତୈଳ ଦର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଇରାନର ଅଶୋଧିତ ତୈଳ ବିଶ୍ୱ ବଜାରରେ ଉପଲବ୍ଧ ହେଉନଥିବାରୁ ୨୦୦୮ ମସିହା ପରେ ତେଲ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସେପଟେ ଆମେରିକା ଏବଂ ଏହାର ୟୁରୋପୀୟ…