ପୌର ନିର୍ବାଚନରେ ପ୍ରଚାର ପାଇଁ କଟକଣା ନାହିଁ : ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର- ରାଜ୍ୟରେ କୋରୋନା ପଜିଟିଭି ହାର କମିଥିବାରୁ ପୌର ନିର୍ବାଚନ ପ୍ରଚାରରେ କଟକଣା ନାହିଁ । ସାଧାରଣ ଭାବେ ଯେମିତି ପ୍ରଚାର କରାଯାଏ, ସେମିତି ନିର୍ବାଚନ ପ୍ରଚାର କରାଯାଇପାରିବ । କିନ୍ତୁ ଯଦି ଆଗକୁ କେସ୍ ବଢ଼େ, ତେବେ କଟକଣା ଲାଗୁ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ…