ମୋହାଲି ଟେଷ୍ଟରେ ଭାରତର ବଡ଼ ବିଜୟ, ଶ୍ରୀଲଙ୍କାକୁ ଏକ ଇନିଂସ ଓ ୨୨୨ ରନରେ ହରାଇଲା

ମୋହାଲି: ରବିନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ସହାୟତାରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଅଢେଇ ଦିନ ମଧ୍ୟରେ ଧରାଶାୟୀ କରିଛି । ଟିମ୍ ଇଣ୍ଡିଆ ଏକ ଇନିଂସ ଏବଂ ୨୨୨ ରନରେ ଶ୍ରୀଲଙ୍କାକୁ ହରାଇଛି। ଏହା ସହ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ…