ଅଶ୍ୱିନଙ୍କ ଆଉ ଏକ ମାଇଲଖୁଣ୍ଟ, କପିଳ ଦେବଙ୍କୁ ପଛରେ ପକାଇ ହେଲେ ଭାରତର ଦ୍ଵିତୀୟ ସଫଳ ଟେଷ୍ଟ ବୋଲର

ମୋହାଲି: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି | ଟେଷ୍ଟ ମ୍ୟାଚରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ଅଶ୍ବିନ ଏବେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଅସଲଙ୍କାଙ୍କ ୱିକେଟ୍…