ବୌଦ୍ଧରେ ବିଜୁ ବାବୁଙ୍କ ୧୦୬ ତମ ଜୟନ୍ତୀ

ବୌଦ୍ଧ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୬ ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ବୌଦ୍ଧ ସହର ବ୍ରିଜ ଛକ ତଥା ବିଜୁ ବାବୁଙ୍କ ନାମରେ ନାମିତ ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତିରେ ସ୍ଥାନୀୟ ବିଧାୟକ ପ୍ରଦୀପ ଅମାତ ପ୍ରଭାରୀ ସୌଭାଗ୍ୟ ନାଏକଙ୍କ ସମେତ…