ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀ ସମାଜବାଦୀ ପାର୍ଟିରେ ସାମିଲ

ଆଜମଗଡ: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀ ଆଜି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ଆଜମଗଡରେ ଆୟୋଜିତ ଏହି ରାଲିକୁ ସମ୍ବୋଧନ କରି ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି । ଅଖିଳେଶ ଯାଦବ କହିଛନ୍ତି ଯେ ଯେଉଁମାନେ ଅନ୍ୟମାନଙ୍କୁ ଗରମ…