ମହାନ ସ୍ପିନର ସେନ୍ ୱାର୍ଣ୍ଣଙ୍କ ପରଲୋକ, କ୍ରିକେଟ୍ ଜଗତ ସ୍ତବ୍ଧ

ମହାନ ସ୍ପିନର ସେନ୍ ୱାର୍ଣ୍ଣ ଆଉ ନାହାଁନ୍ତି । ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଶୁକ୍ରବାର ହୃଦଘାତରେ ପରଲୋକ ହୋଇଯାଇଛି । ୱାର୍ଣ୍ଣଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ୱାର୍ଣ୍ଣଙ୍କ ଅଚାନକ ଦେହାନ୍ତ ଖବରରେ କ୍ରିକେଟ୍ ଜଗତ ସ୍ତବ୍ଧ ହୋଇଯାଇଛି । ଶୁକ୍ରବାର ଅଷ୍ଟ୍ରେଲିଆର ଅନ୍ୟ ଜଣେ କିମ୍ବଦନ୍ତୀ…

ଜାତିସଂଘ ମାନବ ଅଧିକାର ପରିଷଦରେ ରୁଷ୍ ବିରୋଧରେ ନିନ୍ଦା ପ୍ରସ୍ତାବ, ଭାରତ ପୁଣି ନିବୃତ୍ତ ରହିଲା

ନୂଆଦିଲ୍ଲୀ: ମିଳିତ ଜାତିସଂଘର ମାନବ ଅଧିକାର ପରିଷଦରେ ରୁଷ ବିରୋଧରେ ଆଗତ ନିନ୍ଦା ପ୍ରସ୍ତାବରୁ ଭାରତ ପୁଣି ନିଜକୁ ଦୂରେଇ ରଖିଛି। ଭାରତ ଚତୁର୍ଥ ଥର ପାଇଁ ୟୁକ୍ରେନ ପ୍ରସଙ୍ଗରେ ଜାତିସଂଘ ଭୋଟିଂରୁ ନିବୃତ୍ତ ରହିଛି । ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାନବିକ ଅଧିକାର…