ପାକିସ୍ତାନ: ପେଶାୱାରର ଏକ ମସଜିଦରେ ବିସ୍ଫୋରଣ, ୩୦ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ

ପେଶାୱାର: ପାକିସ୍ତାନର ପେଶାୱାରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାରେ ଏକ ମସଜିଦ ଉପରେ ଆତ୍ମଘାତୀ ଆକ୍ରମଣରେ ଅତିକମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଶୁକ୍ରବାର ନମାଜ୍ ସମୟରେ ଜଣେ ଆତ୍ମଘାତୀ ଆତଙ୍କବାଦୀ…

ୟୁକ୍ରେନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପୁଣି ଏକ ଉଚ୍ଚସ୍ତରୀୟ ବୈଠକ, ଏଯାବତ୍ ଫେରିଛନ୍ତି ୧୭,୦୦୦ ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଞ୍ଚମ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର,…

ଫେଲେରିଆ ନିରାକରଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ସଭାଗୃହ ଠାରେ ଆଜି ବିନିକା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଫେଲେରିଆ ନିରାକରଣ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଡବ୍ଲ୍ୟୁଏଚଓ…

ଜଟେସିଂହାରେ ଅଗ୍ନିକାଣ୍ଡ, ଗୋଟିଏ ବଖରା ଛାରଖାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମର କରୁଣା ଭୋଇଙ୍କ ଘରରେ ଆଜି କୌଣସି କାରଣରୁ ଅଗ୍ନି କାଣ୍ଡ ଘଟି ଗୋଟିଏ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଧାନ ଚାଉଳ ପୋଡ଼ି…

ନାମାଙ୍କନ ଦାଖଲ କଲେ ବରିଷ୍ଠ ନାଗରିକ

ବୌଦ୍ଧ: ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବରିଷ୍ଠ ନାଗରିକ । ବୁଧବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଦ୍ବିତୀୟ ଦିନରେ ବୌଦ୍ଧରେ ଅଧ୍ୟକ୍ଷ ପଦ ପାଇଁ ୬ସେଟ ଏବଂ କାଉନସିଲର ପଦବୀ ପାଇଁ ୩ ସେଟ ନାମାଙ୍କନ ପତ୍ର ବିକ୍ରି ହୋଇଛି । ୧୭ଟି ଓ୍ବାର୍ଡକୁ…

ଖାଇବା ତେଲର କଳାବଜାରୀ ରୋକିବାକୁ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିରେ ଅନେକ ଦେଶ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି । ଏଭଳି ସ୍ଥିତିରେ ଦେଶରେ ଖାଇବା ତେଲ ଦର ବୃଦ୍ଧି ହେବାର ଆଶଙ୍କା ସୃଷ୍ଟି ହୋଇଛି । ବିଶେଷ ଭାବେ ସୂର୍ଯ୍ୟମୁଖୀ ତେଲର ଦର ଅହେତୁକ ଭାବେ ବଢିବା ସହ କଳାବଜାରୀ ବଢିବା ଆଶଙ୍କା…