ଟିକସ ଫାଙ୍କି ଅଭିଯୋଗରେ ୧୪ ଜିଲ୍ଲାରେ ଜିଏସଟି ଚଢ଼ାଉ

ଭୁବନେଶ୍ୱର- ଟିକସ୍ ଫାଙ୍କି ଅଭିଯୋଗରେ ରାଜ୍ୟର ୧୪ ଜିଲ୍ଲାର ୩୦ଟି ସ୍ଥାନରେ ଜିଏସ୍‌ଟି ବିଭାଗ ଚଢଉ କରିଛି। ଚଢ଼ଉରେ ୧୩୦ ଟିମ୍‌ ସାମିଲ ଥିଲେ। କଟକ, ଖୋର୍ଦ୍ଧା , ଭଦ୍ରକ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ୱର, ସମ୍ୱଲପୁର, ବରଗଡ଼, ସୁନ୍ଦରଗଡ଼ ର ପ୍ରମୁଖ ସ୍ଥାନରେ ଜିଏସଟି ଚଢ଼ଉ…

ଭୁବନେଶ୍ୱରରୁ ନିଖୋଜ ଯୁବକଙ୍କ ମୃତଦେହ କଟକରୁ ମିଳିଲା, ହତ୍ୟା ସନ୍ଦେହ

ଭୁବନେଶ୍ୱର - ଭୁବନେଶ୍ୱରରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ କଟକରୁ ଉଦ୍ଧାର ହୋଇଛି। ବିଡ଼ାନାସୀ ଥାନା ଅନ୍ତର୍ଗତ ଭୂଆଶୁଣୀ ମହାନଦୀ ପଠାରୁ ଯୁବକଙ୍କ ମୃତଦେହ ଠାବ ହୋଇଛି। ବିଡାନାସୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ଜଣକ ହେଲେ ବିହାରର ଆଜାଦ ଯାଦବ ବୋଲି…

ୟୁକ୍ରେନ ସହ ଯୁଦ୍ଧରେ ପୁଟିନଙ୍କ ସେନାକୁ ବଡ଼ ଝଟକା, ରୁଷର ମେଜର ଜେନେରାଲଙ୍କ ମୃତ୍ୟୁ

କିଭ୍ / ମସ୍କୋ: ୟୁକ୍ରେନରେ ରୁଷର ସେନା ଏକ ଭୟଙ୍କର ଯୁଦ୍ଧ କରୁଛି | ଗତ ତିନି ଦିନ ମଧ୍ୟରେ ରୁଷର କ୍ଷେପଣାସ୍ତ୍ର କିଭ୍ ଏବଂ ଖାର୍କିଭକୁ ଧ୍ୱଂସ କରିଦେଇଛି। ୟୁକ୍ରେନର ଖେରସନ ସହର ବର୍ତ୍ତମାନ ରୁଷର ନିୟନ୍ତ୍ରଣରେ ଅଛି | କିନ୍ତୁ ୟୁକ୍ରେନ ସହିତ ରୁଷ ମଧ୍ୟ ଏହି ଯୁଦ୍ଧରେ ବହୁ କ୍ଷତିର…