ଡୁଙ୍ଗୁରିପାଲି ମହିଳା କଲେଜରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ମହିଳା ଡିଗ୍ରୀ କଲେଜରେ ଆଜି ନେହରୁ ଯୁବକେନ୍ଦ୍ର ସୋନପୁର ପକ୍ଷରୁ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଧ୍ୟକ୍ଷ ପ୍ରଭାନୁ କୁମାର ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସୁସ୍ଥ ରାଷ୍ଟ୍ର ଓ ସୁସ୍ଥ ସମାଜ ଗଠନ…

ଅପରେସନ୍ ଗଙ୍ଗା: ବୁଖାରେଷ୍ଟରୁ ୨୧୮ ଜଣ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ନବମ ବିମାନ

ନୂଆଦିଲ୍ଲୀ: ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ୟୁକ୍ରେନରେ ଫସି ରହିଥିବା ୨୧୮ ଜଣ ଭାରତୀୟଙ୍କୁ ନେଇ 'ଅପରେସନ୍ ଗଙ୍ଗା' ଅଧୀନରେ ନବମ ବିମାନ ମଙ୍ଗଳବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିଛି। ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରେ ପୂର୍ବ ୟୁରୋପୀୟ ଦେଶରେ ଫସି ରହିଥିବା ଭାରତୀୟଙ୍କୁ…