ପୁଣି ଫୋକସରେ ବିଜେଡି, ଟୁଇଟରରେ ଟ୍ରେଣ୍ଡ କରୁଛି ଦଳର ଏକତରଫା ବିଜୟ

ଭୁବନେଶ୍ୱର - ଆଉ ଏକ ନିର୍ବାଚନ, ଆଉ ଏକ ଦମଦାର ବିଜୟ । ଓଡ଼ିଶାରେ ଏଥର ତ୍ରିସ୍ତରୀୟ ନିର୍ବାଚନରେ ରେକର୍ଡ ବ୍ରେକି‍ଂ ବିଜୟ ହାସଲ କରିଛି ବିଜେଡି । ପୁଣି ଥରେ ରାଜ୍ୟବାସୀ ବିଜେଡି ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବିଜେଡିର ଏକତରଫା ବିଜୟ ଦଳ ଓ…