ଜୁଲାଇ ଶେଷ ସୁଦ୍ଧା ୟୁଜି ଓ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର- ୨୦୨୧-୨୦୨୨ ଶିକ୍ଷା ବର୍ଷ ପାଇଁ ଜୁଲାଇ ୩୧ ସୁଦ୍ଧା UG/PG ଫାଇନାଲ ସେମିଷ୍ଟର ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଏ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଯୁକ୍ତ ତିନି କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚ ଶିକ୍ଷା ସଚିବ ଚିଠି ଲେଖିଛନ୍ତି। ଜୁଲାଇ ୩୧ ତାରିଖ…

୪ ଜିଲ୍ଲାରେ ସବୁ ଜିଲ୍ଲା ପରିଷଦ ଆସନ ପୋଛିନେଲା ବିଜେଡି

ଭୁବନେଶ୍ୱର -ପଞ୍ଚାୟତ ନିର୍ବାଚନରେ ବିଜେଡିର ରେକର୍ଡ ବ୍ରେକିଂ ସଫଳତା ଜାରି ରହିଛି । ୨୦୧୨ ନିର୍ବାଚନରେ ବିଜେଡି ୬୫୧ ଜିଲ୍ଲା ପରିଷଦ ଆସନରେ କବଜା କରିଥିଲା ବିଜେଡି । ଏଥର ନିଜର ହିଁ ରେକର୍ଡ ଭଙ୍ଗ କରିବାକୁ ଯାଉଛି ବିଜେଡି । ଏଥର ୪ଟି ଜିଲ୍ଲାରେ ସମସ୍ତ ଆସନ ପୋଛିନେଇଛି ବିଜେଡି ।…