ୟୁକ୍ରେନରେ ଏପର୍ଯ୍ୟନ୍ତ ୨୪୦ ସାଧାରଣ ନାଗରିକଙ୍କ ମୃତ୍ୟୁ: ଜାତିସଂଘ ରିପୋର୍ଟ

କିଭ୍: ୟୁକ୍ରେନ ଉପରେ ରୁଷର ଆକ୍ରମଣର ଆଜି ହେଉଛି ଚତୁର୍ଥ ଦିନ। ୟୁକ୍ରେନର ଅନେକ ସହରରେ ରୁଷ ଓ ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ସଂଘର୍ଷ ଜାରି ରହିଛି | ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନରେ ଚାଲିଥିବା ଯୁଦ୍ଧରେ ଏଯାବତ୍ ଅତି କମରେ ୨୪୦ ସାଧାରଣ ନାଗରିକଙ୍କ…