ଦିବଂଗତ ହେମାନନ୍ଦ ବିଶ୍ୱାଳଙ୍କୁ ଶେଷ ସମ୍ମାନ

ଭୁବନେଶ୍ୱର- ପରଲୋକଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କୁ ଆଜି ବିଧାନସଭା ପରିସରରେ ଗାର୍ଡ ଅଫ ଅନର ଦିଆଯାଇଛି । 84 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ହେମାନନ୍ଦ ବିଶ୍ୱାଳ ଙ୍କ ଗତକାଲି ଦେହାନ୍ତ ହୋଇଥିଲା । ମୃତ୍ୟୁ ପରେ ପ୍ରଥମେ ଭୁବନେଶ୍ବର ସ୍ଥିତ ବାସଭବନକୁ…