୨୫୩ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ: ବିଜେଡି ୨୧୨ଟି ଜୋନରେ ଆଗୁଆ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଏବେ ସୁଦ୍ଧା ୨୫୩ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ ମିଳିଛି। ବିଜେଡି ୨୧୨ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛି। ବି‌ଜେପି ଦ୍ବିତୀୟ ସ୍ଥାନରେ…

ସୁବର୍ଣ୍ଣପୁରରେ ବିଜୁ ପଟ୍ଟନାୟକ ସନ୍ତରଣାଗାର ଲୋକାର୍ପିତ

ସୁବର୍ଣ୍ଣପୁର : କରୋନା ମହାମାରିର ପରବର୍ତ୍ତୀ ପରିସ୍ଥିତିରେ ଜନସାଧାରଣ ଏବଂ ଛାତ୍ରୀଛାତ୍ର ମାନଙ୍କ ମନରେ ଅନେକ ନୂତନ ସମ୍ଭାବନାର ଆଶା ନେଇ ବର୍ତ୍ତମାନ ସୁବର୍ଣପୁର ଜିଲ୍ଲା ମୁଖ୍ୟାଳୟରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲର ଦ୍ବାର ଉନ୍ମୁକ୍ତ ହୋଇଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା…

ବିଜେଡି ୧୮୯ ଜିଲ୍ଲା ପରିଷଦ ଆସନରେ ଆଗୁଆ

ଭୁବନେଶ୍ୱର - ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଶେଷ ଖବର ସୁଦ୍ଧା ବିଜେଡି ମୋଟ ୮୫୧ ଜିଲ୍ଲା ପରିଷଦ ଆସନରୁ ବିଜେଡି ୧୮୯ରେ ଆଗୁଆ ରହିଛି । ବିଜେପି ୨୪ , କଂଗ୍ରେସ ,୧୫ ଅନ୍ୟାନ୍ୟ ୪ ଆସନରେ ଆଗୁଆ ରହିଛନ୍ତି । ଆଜି ୩୧୫ଟି ଜିଲ୍ଲା ପରିଷଦ ଆସନରେ ମୋଟ ଗଣତି ଚାଲିଛି ।