ଆଜିଠୁ ପଞ୍ଚାୟତ ଭୋଟ ଗଣତି, ୮୫୨ ଜିଲ୍ଲା ପରିଷଦ ଆସନରେ ୩୪୦୭ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ

ଭୁବନେଶ୍ୱର- ଆଜିଠୁ ୩ଦିନ ଧରି ପଂଚାୟତ ନିର୍ବାଚନର ଭୋଟଗଣତି ହେବ । ଆଜି ରାଜ୍ୟର ସମସ୍ତ ୩୧୪ଟି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରତ୍ୟେକ ୱାର୍ଡର ଭୋଟ୍ ଗଣତି ପରେ ମାଇକ୍ ଯୋଗେ ଫଳାଫଳ ଘୋଷଣା କରାଯିବ । ୩୬ ହଜାର ୯୭୬ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ…

ମୁଖ୍ୟମନ୍ତ୍ରୀଙ୍କ ଉପରେ ସମସ୍ତଙ୍କ ଭରସା: ରାଜ୍ୟ ସରକାରଙ୍କ ସହଯୋଗରେ ୟୁକ୍ରେନ୍‌ରୁ ଫେରିବେ ମେଡିକାଲ ଛାତ୍ର ଛାତ୍ରୀ

ଛତ୍ରପୁର: ଗୋଟିଏ ପଟେ ସାରା ବିଶ୍ୱର ନଜର ଋଷ– ୟୁକ୍ରେନ୍ ଯୁଦ୍ଧ ଉପରେ। ଆରପଟେ ସେଠି ରହି ପଢୁଥିବା ସମସ୍ତ ଓଡ଼ିଆ ତଥା ଭାରତୀୟଙ୍କ ଅଭିଭାବକଙ୍କ ନଜର ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ। ବିଶେଷ କରି ପ୍ରାୟ ଦୁଇ ହଜାର ସଂଖ୍ୟାରେ ୟୁକ୍ରେନ୍‌ରେ ରହି ଡାକ୍ତରୀ ଶିକ୍ଷା ଅଧ୍ୟୟନ କରୁଥିବା…

ଆଜି ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ ବାକ୍ସ: ଏଯାବତ୍ ସର୍ବାଧିକ ଆସନ ଲକ୍ଷ୍ୟରେ ବିଜେଡି

ଛତ୍ରପୁର: ଆଜି ଠାରୁ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଆରମ୍ଭ ହେଉଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ। କାରଣ ପ୍ରତି ଦିନ ପ୍ରତ୍ୟେକ ବ୍ଲକ୍ ଅନ୍ତର୍ଗତ କିଛି କିଛି ଜିଲ୍ଲା ପରିଷଦ ଜୋନ୍ ତଥା ଏଥି ଅନ୍ତର୍ଗତ ଗ୍ରାମପଞ୍ଚାୟତ…

ଶୈବ ଉପାସନାର ମହାନ ପୀଠ ଓଡ଼ିଶାର ଆଖଣ୍ଡଳମଣି ମନ୍ଦିର

ଆଖଣ୍ଡଳମଣି ମନ୍ଦିର ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପିଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ିଠାରେ ଓ ଭଦ୍ରକ ସହରଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ୱୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ବା ବାବାମଣିଙ୍କ ମନ୍ଦିର…

ଗୀତା ମାହାତ୍ମ୍ୟ: ସଂନ୍ୟାସ କର୍ମଯୋଗଶ୍ଚ ନିଶ୍ରେୟସକରାବୁଭୌ। ତୟୋସ୍ତୁ କର୍ମସନ୍ୟାସାତ୍ କର୍ମଯୋଗ ବିଶିଷ୍ୟତେ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ସଂନ୍ୟାସ କର୍ମଯୋଗଶ୍ଚ ନିଶ୍ରେୟସକରାବୁଭୌ। ତୟୋସ୍ତୁ କର୍ମସନ୍ୟାସାତ୍ କର୍ମଯୋଗ ବିଶିଷ୍ୟତେ ହେ ଅର୍ଜ୍ଜୁନ ! କର୍ମସନ୍ୟାସ ଓ କର୍ମଯୋଗ ଏ ଉଭୟ…