ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ୨୪ ଘଂଟିଆ କଂଟ୍ରୋଲ ରୁମ

ଭୁବନେଶ୍ୱର - ୟୁକ୍ରେନରେ ଫସି ରହିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ସ୍ବତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ଯୁଗ୍ମ ରିଲିଫ କମିସନର ପଦ୍ମନାଭ ବେହେରା ସମନ୍ୱୟ ରକ୍ଷା କରିବେ । ଜାରି କରାଯାଇଥିବା ଯୋଗାଯୋଗ ନମ୍ବର ହେଉଛି…